Listen

Description

Listen to this audiobook in full for free on
https://epod.space

Title: Ghodsabar Katha
Author: ପ୍ରକାଶ ମହାପାତ୍ର
Narrator: ସୁଧାକର ଦାସ
Format: Unabridged
Length: 5:29:48
Language: English
Release date: 07-12-2021
Publisher: Storyside AB India
Genres: Fiction & Literature, Literary Fiction

Summary:
ପ୍ରକାଶ ମହାପାତ୍ରଙ୍କ ସବୁ ଗଳ୍ପ ଗୋଟେଗୋଟେ ଅଜଣା ଇଲାକାକୁ ଯାତ୍ରା! ଥିମ କିମ୍ବା ଘଟଣାକୁ ନେଇ ସେ ଗପ ଲେଖନ୍ତିନି! ଦିଶୁଥିବା ଘଟଣାରୁ ନଦିଶୁଥିବା ଘଟଣାକୁ ଆବିଷ୍କାର କରିବା ହେଉଛି ତାଙ୍କର କାମ! ସେଥିପାଇଁ ତାଙ୍କ ଗଳ୍ପଗୁଡିକୁ ଥରେ ଆରମ୍ଭ କଲେ ମଝିରୁ ଛାଡ଼ିଦେଇ ହୁଏନି! 'ଘୋଡ଼ସବାର କଥା'ରେ ଆପଣ ଶୁଣିପାରିବେ ସେମିତି କିଛି ଉତ୍କଣ୍ଠାପୂର୍ଣ୍ଣ ଗଳ୍ପ...