Listen to this audiobook in full for free on
https://epod.space
Title: Gahwara
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged
Length: 2:21:56
Language: Nepali
Release date: 10-20-2021
Publisher: Storyside AB India
Genres: Fiction & Literature, Literary Fiction
Summary:
ପ୍ରେମର ତତ୍ତ୍ୱ ଓ ପ୍ରକାରଭେଦକୁ ନେଇ ଗତିଶୀଳ 'ଗହ୍ୱର' ଉପନ୍ୟାସ। ଗୋଟିଏ ସ୍ପର୍ଶକେନ୍ଦ୍ରରେ ବିକାଶ ଜଣେ ବିବାହିତ ତରୁଣୀକୁ ନେଇ ଯେଉଁଭଳି ନିଜ ଭିତରେ ତାର କାୟାକଳ୍ପ ତୋଳିଛି ତାହା ବେଶ ଚମତ୍କାର। ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ସୁଖପାଠ୍ୟ ଉପନ୍ୟାସଟି ଶୁଣନ୍ତୁ କରୁଣାକରଙ୍କ କଣ୍ଠରେ...