Listen

Description

Listen to this audiobook in full for free on
https://epod.space

Title: Jatra Dotcom
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged
Length: 1:42:18
Language: English
Release date: 07-18-2021
Publisher: Storyside AB India
Genres: Fiction & Literature, Literary Fiction

Summary:
ପ୍ରସିଦ୍ଧ ଔପନ୍ୟାସିକ ପଦ୍ମଜ ପାଳଙ୍କ 'ଯାତ୍ରା ଡଟ୍‌କମ୍' ଏକ ଆଣ୍ଟି ନଭେଲ! ଜୀବନରେ ବହୁ ଅସଫଳତାର ମାର୍ମିକ ଚିତ୍ର ଭରି ରହିଛି ଏ ଉପନ୍ୟାସରେ! ପ୍ରେମ ଅଛି, ହେଲେ ସେଠି ଗଭୀରତା ନାହିଁ! ଉପଭୋକ୍ତାବାଦୀ ମନୋଭାବର ସୁନ୍ଦର ଚିତ୍ରଣ ଘଟିଛି ଏ ଉପନ୍ୟାସରେ! ଜଣାଶୁଣା କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ଏହି ମନଛୁଆଁ ଉପନ୍ୟାସଟି...