Listen

Description

Listen to this audiobook in full for free on
https://epod.space

Title: Sanskruti Apasanskruti
Author: ଶରତ କୁମାର ମହାନ୍ତି
Narrator: ସୁବ୍ରତ କୁମାର ପତି
Format: Unabridged
Length: 6:55:56
Language: English
Release date: 08-30-2021
Publisher: Storyside AB India
Genres: Non-Fiction, Social Science

Summary:
ପ୍ରସିଦ୍ଧ ଗଦ୍ୟକାର ଶରତ କୁମାର ମହାନ୍ତିଙ୍କ 'ସଂସ୍କୃତି ଅପସଂସ୍କୃତି' ଆଜିକୁ ଚାଳିଶ ବର୍ଷ ତଳେ ଲେଖା ଯାଇଥିଲେ ମଧ୍ୟ ଏହାର ବିଷୟବସ୍ତୁ ଏବେବି ସମସାମୟିକ ଓ ଯୁକ୍ତିସଂଗତ ମନେହୁଏ! ସେତେବେଳେ କେବଳ ନୁହେଁ, ଆଜି ମଧ୍ୟ ମଣିଷ ସେଇ ସମାନ ଦ୍ୱନ୍ଦ୍ୱ ଭିତରେ ଅଛି; ସଂସ୍କୃତି ଭିତରେ ଅପସଂସ୍କୃତିର କଳାଛାଇ ଏବଂ ଅପସଂସ୍କୃତି ଭିତରେ ସଂସ୍କୃତିର କିରଣ ଦେଖି ଆଶା ନିରାଶାରେ ଧନ୍ଦି ହେଉଛି! ପ୍ରତିଟି ସଚେତନ ମଣିଷଙ୍କ ପାଇଁ ଏ ପୁସ୍ତକଟି ନିଶ୍ଚିତ ଭାବେ ଏକ ଉପାଦେୟ ଦସ୍ତାବିଜ!