Listen

Description

Listen to this audiobook in full for free on
https://epod.space

Title: Stimita Nakshatra
Author: ପ୍ରବୀଣା ମହାନ୍ତି
Narrator: ନିଭି
Format: Unabridged
Length: 10:09:38
Language: English
Release date: 10-22-2021
Publisher: Storyside AB India
Genres: Fiction & Literature, Literary Fiction

Summary:
ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କକୁ ନେଇ ଚମତ୍କାର କାହାଣୀ ଲେଖୁଥିବା ବିଶିଷ୍ଟ କଥାକାର ପ୍ରବୀଣା ମହାନ୍ତିଙ୍କ 'ସ୍ତିମିତ ନକ୍ଷତ୍ର' ତାଙ୍କର ଅନ୍ୟତମ ସଫଳ ଉପନ୍ୟାସ, ଯାହା 'କାଦମ୍ବିନୀ' ପତ୍ରିକାରେ ପ୍ରକାଶ ପାଇଁ ବେଶ ଚର୍ଚ୍ଚା ସାଉଁଟିଥିଲା! ଆମେ ଭୋଗୁଥିବା ସୁଖଦୁଃଖ ଓ ଭାବଅଭାବର ସମ୍ପର୍କ ଭିତରେ ଜୀବନ କେମିତି କଡ଼ ଲେଉଟାଏ, ମୋଡ ବୁଲାଏ, ତାର ଚମତ୍କାର ପରିବେଷଣ ଦେଖିବାକୁ ମିଳେ ଏହି ଉପନ୍ୟାସରେ! ଶୁଣନ୍ତୁ ତେବେ ନିଭିଙ୍କ କଣ୍ଠରେ 'ସ୍ତିମିତ ନକ୍ଷତ୍ର' ...