Listen to this audiobook in full for free on
https://epod.space
Title: Chakra
Author: ଅଧ୍ୟାପକ ବିଶ୍ୱରଂଜନ
Narrator: ସୁଧାଂଶୁ ମଲ୍ଲିକ
Format: Unabridged
Length: 4:04:00
Language: English
Release date: 07-22-2021
Publisher: Storyside AB India
Genres: Fiction & Literature, Literary Fiction
Summary:
ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନଙ୍କ 'ଚକ୍ର' ଉପନ୍ୟାସରେ ରହିଛି 1999 ମହାବାତ୍ୟାର କରୁଣ ଚିତ୍ର! ତାରି ଭିତରେ ଔପନ୍ୟାସିକ ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସ ତଥା ବର୍ତ୍ତମାନ ସ୍ଥିତିର ଏକ ନିଆରା ଚିତ୍ର ଉପସ୍ଥାପନ କରିଛନ୍ତି! ଅଧିକାଂଶ ପାଠକଙ୍କ ପାଇଁ ଅଧ୍ୟାପକ ବିଶ୍ୱରଞ୍ଜନ ଜଣେ ରୋମାଣ୍ଟିକ ଭାବଧାରର ଲେଖକ ଭାବେ ଅତିପ୍ରିୟ! ଏହି ତଥ୍ୟଭିତ୍ତିକ ଉପନ୍ୟାସରେ ବି ରୋମାନ୍ସ କିଛି କମ ନାହିଁ! ତାହାଲେ ଆଉ ଡେରି କାହିଁକି, ଏକାଧିକ ସଂସ୍କରଣରେ ପ୍ରକାଶିତ 'ଚକ୍ର' ଉପନ୍ୟାସଟି ଚାଲନ୍ତୁ ଶୁଣିବା ସୁଧାଂଶୁ ମଲ୍ଲିକଙ୍କ କଣ୍ଠରେ...