Listen to this audiobook in full for free on
https://epod.space
Title: Chumban
Author: ଦେବଦାସ ଛୋଟରାୟ
Narrator: ଅନୀଲ ପଟ୍ଟନାୟକ
Format: Unabridged
Length: 1:37:54
Language: Nepali
Release date: 12-31-2022
Publisher: Storyside AB India
Genres: Fiction & Literature, Literary Fiction
Summary:
'ବାବୁକୁ ତିନିଦିନ କାଳ ଜରହେଲା । ତିନିଦିନ କାଳ ବାବୁ ଗାଧେଇବା, ଖାଇବା, ମୁହଁ ଧୋଇବା, ସବୁବନ୍ଦ କରିଦେଇ ତା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍ଷ୍ଟ୍ରୋକ୍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍କେଇ ସାଲାଇନ୍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍ ବାନ୍ଧିଯାଇଚି ।' ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...