Listen

Description

Listen to this audiobook in full for free on
https://epod.space

Title: Gambhiri Ghara
Author: ସରୋଜିନୀ ସାହୁ
Narrator: ସ୍ମୃତିରେଖା
Format: Unabridged
Length: 4:48:44
Language: English
Release date: 12-10-2021
Publisher: Storyside AB India
Genres: Fiction & Literature, Literary Fiction

Summary:
ପ୍ରତିଟି ମଣିଷର ମନ ଭିତରେ ଥାଏ ଗୋଟିଏ ନିଭୃତ କୋଠରି, ଯେଉଁଠି ଅନ୍ୟ କାହାରି ପଶିବାର ଉପାୟ ନାହିଁ! ସେଇ ନିଭୃତ କୋଠରିରେ ଏକାଏକା ମଣିଷଟି ନିଃସଂକୋଚରେ ନିର୍ବସ୍ତ୍ର ହୁଏ, ମନର ଆଇନାରେ ଦେଖେ ନିଜକୁ! ନିଜର ଖାଲଢିପଭରା ଦେହ, ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟକୁ! ସେଇ ନିବୁଜ କୋଠରିରେ ନିଜେ ନିଜର ପାପ ପୁଣ୍ୟର ନିରବ ଦର୍ଶକ ସାଜେ! ଏହି ମର୍ମରେ ରଚିତ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଗମ୍ଭୀରି ଘର', ଯାହା ଏକାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତି ଲାଭକରିଛି! ଆପଣ ବି ଥରେ ଶୁଣନ୍ତୁ...