Listen

Description

Listen to this audiobook in full for free on
https://epod.space

Title: Bhubigyani Sahita Pruthibi Parikrama
Author: ଶରତ କୁମାର ମହାନ୍ତି
Narrator: ଆଲୋକ ଅଗ୍ନିବେଶ
Format: Unabridged
Length: 4:05:48
Language: English
Release date: 08-30-2021
Publisher: Storyside AB India
Genres: Science & Technology, Animals & Nature

Summary:
ଆମେ ଏଇ ପୃଥିବୀରେ ବାସ କରୁଛୁ! ଏ ପୃଥିବୀ ଆମକୁ ବାସ, ବେଶ, ଶ୍ୱାସ ଦେଉଛି! ହେଲେ ଏଇ ପୃଥିବୀ ବିଷୟରେ ଆମେ କଣ ବା ଜାଣିଛୁ? କେତେ ବା ଜାଣିଛୁ? ପୃଥିବୀର ଗଠନ, ବିନ୍ୟାସ, ଜନ୍ମବୃତ୍ତାନ୍ତଠାରୁ ଆରମ୍ଭକରି ବାୟୁମଣ୍ଡଳ, ମହାସାଗର, ଜୀବନର ଆଦ୍ୟପର୍ବ ପରି ଅନେକ ରହସ୍ୟମୟ ଘଟଣାକୁ ନେଇ ରଚିତ ଶରତ କୁମାର ମହାନ୍ତିଙ୍କ 'ଭୂବିଜ୍ଞାନୀ ସହିତ ପୃଥିବୀ ପରିକ୍ରମା' ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ!