Listen

Description

Listen to this audiobook in full for free on
https://epod.space

Title: Gopana Kathati Kuha
Author: ଗଙ୍ଗାଧର ବିଶ୍ୱାଳ
Narrator: କରୁଣାକର
Format: Unabridged
Length: 3:19:58
Language: English
Release date: 07-20-2021
Publisher: Storyside AB India
Genres: Fiction & Literature, General

Summary:
ନାରୀ ଓ ପୁରୁଷ ଭିତରେ କେତେ ଫରକ ଅଥଚ କେତେ ନିବିଡ ସମ୍ପର୍କ! ହାତଗଣତି ଅଳ୍ପ କେତେଜଣ ଅଛନ୍ତି, ଯେଉଁମାନେ ଜଣାପଡନ୍ତିନାହିଁ କି ନଷ୍ଟ ହେଇଯିବାର ଘଟଣାରେ ଜଡିତ ହୁଅନ୍ତି ନାହିଁ! ଅବଶିଷ୍ଟ ଶତକଡା ନବେଭାଗ ପ୍ରେମିକ ନାନାଦି ଅପ୍ରୀତିକର ପରିସ୍ଥିତି ତିଆରି କରନ୍ତି; ଏପରିକି ପ୍ରେମିକା ପ୍ରତି ନିଷ୍ଠୁର ହୋଇ ପ୍ରତିଶୋଧପରାୟଣ ହେଇଯାନ୍ତି!... ଏମିତି ଏକ ରୋମାଣ୍ଟିକ ଥିମକୁ ନେଇ ରଚିତ ଗଂଗାଧର ବିଶ୍ୱାଳଙ୍କ ଏଇ ଉପନ୍ୟାସଟି ଥରେ ଶୁଣିବାକୁ ଆରମ୍ଭ କଲେ, ଶୁଣିଚାଲିଥିବେ, କେତେବେଳେ ଶେଷ ହେଇଯିବ ଜାଣିପାରିବେନି! ବିଖ୍ୟାତ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଚାଲନ୍ତୁନା ଏବେ ଶୁଣିବା 'ଗୋପନ କଥାଟି କୁହ'!