କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଏ କାହାଣୀର ଗୋଟାଏ ରୂପର ବର୍ଣ୍ଣନା ଦେଇ ଶ୍ରୀ ବିଜୟକୃଷ୍ଣ ଗୋସ୍ୱାମୀ କହନ୍ତି ବାଛୁରୀଟି ଖାଣ୍ଟି ଭକ୍ତର ପ୍ରତୀକ । ଯଦି ଜଣେ ସଚ୍ଚା ଭକ୍ତକୁ ଆଦର କରେ, ଭଗବାନ୍ ତା’ ସଙ୍ଗେ ସଙ୍ଗେ ରହନ୍ତି ।
- “ଅବାଧ୍ୟ ଗାଈ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”