ଅଘଟଣ ଅନ୍ତରାଳେ
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଭାରତର ଆଧ୍ୟାତ୍ମିକ ଇତିହାସରେ ଆମେ ବହୁ ସାଧୁସନ୍ଥଙ୍କର ଚିତ୍ର ଦେଖୁଁ; ଯେଉଁମାନେ ସଂସାର-ବିରାଗୀ ହେଲେ ବି ସଂସାରୀମାନଙ୍କ ପ୍ରତି ସଂବେଦନଶୀଳ ଏବଂ ଯେଉଁମାନଙ୍କ ଆଧ୍ୟାତ୍ମିକ ଅନ୍ତର୍ବୋଧ ସହ ମିଶି ରହିଥାଏ ପ୍ରଖର ବାସ୍ତବ ବୁଦ୍ଧି ।
- “ଅଘଟଣ ଅନ୍ତରାଳେ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”