Listen

Description

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ମଣିଷର ଆଧ୍ୟାତ୍ମିକ ଆସ୍କୃହା ସହିତ ପ୍ରକୃତିର ମୋହ ତା’ ଉପରେ ଯେଉଁ ପ୍ରଭାବ ବିସ୍ତାର କରିଥାଏ, ସେ ଦୁଇ ଶକ୍ତି ଭିତରେ ଦ୍ବନ୍ଦ ବହୁ କାଳ ଅବ୍ୟାହତ ରହିପାରେ । ଏ କାହାଣୀ-ନିହିତ ଚେତାବନୀ ହେଲା, ଜଣେ ନିଜ ଚୈତ୍ୟସତ୍ତାର ଆହ୍ବାନ ଶୁଣିବା ପରେ ବି ଅବିଦ୍ୟା-କବଳିତ ହୋଇ ରହିପାରେ । ସାଧୁ ଯେ ନାୟକର ଚନ୍ଦା ହେବା ବିଷୟରେ ଭବିଷ୍ୟବାଣୀ କରିଥିଲେ ତାହା ନୁହେଁ ।

- “ଚନ୍ଦାର କେଶତୈଳ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”