Listen

Description

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ତାତ୍ତ୍ବିକ ଯୁକ୍ତିପ୍ରବଣତା ସହ ବାସ୍ତବରେ ମଣିଷର ସତ୍ୟବାଦିତା ବା ଜ୍ଞାନର ସମ୍ପର୍କ ଶୂନ୍ୟ । ଏକ ଆମୋଦଜନକ କାହାଣୀ ଜରିଆରେ ଏହି ସତ୍ୟ ଟିକକ ଉଦ୍‌ଘାଟିତ ।

- “ଲମ୍ବଦାଢ଼ି ଘଟିତ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”