Listen

Description

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ମୂଷାଛୁଆ ମାନବ କନ୍ୟାରେ ପରିବର୍ତ୍ତିତ ହେବା ଏଠାରେ ଜୀବନଧାରଣ ଶୈଳୀରେ ଆମୂଳଚୂଳ ପରିବର୍ତ୍ତନକୁ ବୁଝାଉଛି । ଏହିଭଳି ଶୈଳୀ, ରୂପ ବା ସାଜସଜ୍ଜା ଏବଂ ଅନ୍ୟାନ୍ୟ ବାହାରୁଆ ପରିବର୍ତ୍ତନ ସତ୍ତ୍ବେ ଜଣକର ମୂଳ ସ୍ଵଭାବ ଚରିତ୍ର ଅପରିବର୍ତ୍ତିତ ରହେ ଏବଂ ଅସଲ ସମୟରେ ତାହା ଫୁଟିଉଠେ ।

- “ଶେଷ ପସନ୍ଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”