Listen

Description

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଜୀବନରେ ବହୁ ବସ୍ତୁର ଗୁଣ ଆମ ଚେତନାର ଗୁଣ, ଆମ ଉଦ୍ଦେଶ୍ୟ ବା ମତଲବ ଅନୁସାରେ ନିରୂପିତ ହେଉଥାଏ ।

- “ସ୍ଵାଦ ଭେଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”