ତୃତୀୟ ବ୍ରହ୍ମ
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ସତ୍ୟଟିଏ ଜାଣିବା ଏବଂ ସତ୍ୟ ଉପଲବ୍ଧି କରିବା ଭିତରେ ସାତସମୁଦ୍ରର ବ୍ୟବଧାନ । ଅନେକେ ନିଜ ମାନସିକ ସାମର୍ଥ୍ୟଦ୍ଵାରା ସତ୍ୟଟିଏ ସଂପର୍କରେ ଧାରଣା କରି ତାକୁହିଁ ଜ୍ଞାନ ବୋଲି ଧରିନେଇଥାନ୍ତି । କିନ୍ତୁ ଦେଖାଯାଏ, ସେତିକି ଧାରଣା ମଧ୍ୟ ଅସଂପୂର୍ଣ୍ଣ । ଜଣେ ଯଦି ହାତୀରେ ବ୍ରହ୍ମ ଦେଖୁବ, ମାହୁନ୍ତରେ ନ ଦେଖିବ କାହିଁକି ?
- “ତୃତୀୟ ବ୍ରହ୍ମ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”