Listen

Description

Listen to this audiobook in full for free on
https://epod.space

Title: Apadebata
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged
Length: 1:40:39
Language: English
Release date: 07-17-2021
Publisher: Storyside AB India
Genres: Fiction & Literature, General

Summary:
ଗ୍ରାମୀଣ ପରିବେଶରେ ବଢିଥିବା ବିଜୁଭାଇ ସମୟକ୍ରମେ କେମିତି ବିର୍ଜୁ ମହାରାଜାରେ ପରିଣତ ହୋଇଛନ୍ତି, ତାର ଚମତ୍କାର କାହାଣୀ କହେ 'ଅପଦେବତା' ଉପନ୍ୟାସ! ଯିଏ ଯେଭଳି କାର୍ଯ୍ୟ କରିବ, ସିଏ ସେଭଳି ଫଳ ପାଇବ- ଏଇ ମର୍ମରେ ରଚିତ ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ଏହି ଉପନ୍ୟାସଟି ନିଶ୍ଚିତ ଭାବରେ ଶ୍ରୋତାଙ୍କର ହୃଦୟରେ ମନ୍ଥନ ସୃଷ୍ଟି କରିବ, ସନ୍ଦେହ ନାହିଁ! ଆସନ୍ତୁ ତେବେ ସ୍ମୃତିକଥା ଶୈଳୀରେ ଲିଖିତ 'ଅପଦେବତା' ଶୁଣିବା ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ ସ୍ୱରରେ...