Listen

Description

Listen to this audiobook in full for free on
https://epod.space

Title: Gandhi Chhakaru Tikie Agaku
Author: ପଦ୍ମଜ ପାଳ
Narrator: ଅନିତ୍ୟ ମହାନ୍ତି
Format: Unabridged
Length: 2:34:33
Language: Nepali
Release date: 10-19-2021
Publisher: Storyside AB India
Genres: Fiction & Literature, Literary Fiction

Summary:
'ଗାନ୍ଧୀଛକରୁ ଟିକିଏ ଆଗକୁ' ଉପନ୍ୟାସଟି ଓଡ଼ିଆ ସାହିତ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ କୃତି। ବରିଷ୍ଠ କଥାକାର ପଦ୍ମଜ ପାଳଙ୍କର ଏହା ଏକ ଜନପ୍ରିୟ ତଥା ସାମ୍ୟଭାବ ଆଧାରିତ ପୁସ୍ତକ। ଉପନ୍ୟାସରେ ସାଂପ୍ରତିକ କଳୁଷିତ ବାତାବରଣରେ ଗାନ୍ଧୀ ଆଦର୍ଶକୁ ନେଇ ବଂଚୁଥିବା ମଣିଷଙ୍କ ଦୁର୍ଦ୍ଦଶା, ଅସହାୟତାର ଚିତ୍ର ପ୍ରଦଶିତ। ଉପନ୍ୟାସର କଳାକୌଶଳ ଖୁବ ଚମତ୍କାର। ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ବାସ୍ତବବାଦୀ ଉପନ୍ୟାସଟି...