Listen to this audiobook in full for free on
https://epod.space
Title: Password
Author: ସ୍ଵାଗତିକା ସ୍ୱାଇଁ
Narrator: ନିଭି
Format: Unabridged
Length: 4:33:49
Language: Nepali
Release date: 08-12-2021
Publisher: Storyside AB India
Genres: Fiction & Literature, Literary Fiction
Summary:
ଜଣେ ସାଧାରଣ ମଣିଷ ତା' ଜୀବନକାଳରେ ଅନେକ ମାନସିକ ଦୁଃସ୍ଥିତି ଭୋଗେ। କିନ୍ତୁ ଦେଖିବାବେଳକୁ ସେଠି ତା' ହାତରେ କିଛି ବୋଲି କରିବାକୁ ନଥାଏ। ବରଂ ସେ ଭାବେ ଏଗୁଡ଼ିକ ତା' ପାଇଁ ଏକାବେଳକେ ଅଭାବିତ ଏବଂ ଅବଧାରିତ। ସୌଭାଗ୍ୟ ଆଗରେ 'ପାସ୍ୱାର୍ଡ' ଏଇଭଳି ଗୋଟେ ଦୁରବସ୍ଥାର ବିକଳ୍ପ ହୋଇ ଉଭାହୁଏ। ଆଉ କହେ, ୟା ଭିତରୁ ମୁକୁଳିହବ। ହଁ ମୁକୁଳିହବ। କେବଳ ଟିକିଏ ସତ୍ସାହସ ଦେଖାଅ। ନିଜ ସହିତ ନିଜେ ଜୀବନ ବଞ୍ଚିବାର ସତ୍ସାହସ। ପ୍ରଥମ 'ଅକ୍ଷୟ ପ୍ରତିଭା ଉପନ୍ୟାସ ସମ୍ମାନ' ପାଇଥିବା ଯୁବପିଢିର ଶକ୍ତିଶାଳୀ ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ରଚିତ ଏହି ଚମତ୍କାର ଉପନ୍ୟାସଟି ନିଶ୍ଚୟ ଶୁଣନ୍ତୁ...