Listen to this audiobook in full for free on
https://epod.space
Title: Pratisparddha
Author: ପଦ୍ମଜ ପାଳ
Narrator: ଅନିତ୍ୟ ମହାନ୍ତି
Format: Unabridged
Length: 6:52:20
Language: English
Release date: 12-12-2021
Publisher: Storyside AB India
Genres: Fiction & Literature, Literary Fiction
Summary:
'ଅନିର୍ବାଣ ହସିଉଠି ଚାହିଁଲା ତୁଳସୀ ମଙ୍ଗଳାକୁ! ପରିହାସ ଭରା ସ୍ୱରରେ କହିଲା- ଜାଣିଲ ତୁଳସୀ, ମୁଁ କୁଆଡେ ଜଣେ ଦେବତା! କହିଛନ୍ତି ଜିନିଆ ମହାଦେବୀ! କିନ୍ତୁ ମଣିଷଟିଏ ନା ନୁହେଁ? ମୋତେ ତ ଲାଗୁଛି, ହତଭାଗ୍ୟ ଶାପଗ୍ରସ୍ତ ଜୀବନଟି ମୁଁ!'... ପ୍ରେମ ଓ ପ୍ରତାରଣାର ଉପନ୍ୟାସ 'ପ୍ରତିସ୍ପର୍ଦ୍ଧା'ର କାହାଣୀରେ ଅଛି ଏମିତି ଜଣେ ଚରିତ୍ର ଅନିର୍ବାଣ, ଯିଏ ନିଜର ସ୍ପର୍ଦ୍ଧା ପାଇଁ ଶେଷରେ ଅସହାୟ ହୋଇପଡିଛି! ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...