Listen

Description

Please visit https://thebookvoice.com/podcasts/1/audiobook/839831 to listen full audiobooks.
Title: [Oriya] - Prathama Prabas
Author: ଗୌରହରି ଦାସ
Narrator: ନଳିନୀକାନ୍ତ ବିଶ୍ୱାଳ
Format: Unabridged Audiobook
Length: 6 hours 5 minutes
Release date: November 17, 2021
Genres: Travel Tips
Publisher's Summary:
ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କର ପ୍ରଥମ ପ୍ରଭାବଶାଳୀ ଭ୍ରମଣକାହାଣୀ ହେଉଛି 'ପ୍ରଥମ ପ୍ରବାସ', ଯାହା ଏକାଧିକ ସଂସ୍କରଣରେ ପ୍ରକାଶିତ ହେବା ସହ ପାଠକୀୟ ଆଦୃତି ହାସଲ କରିଚାଲିଛି! ନ୍ୟୁୟର୍କ, ନ୍ୟୁଜର୍ସି, ୱାଶିଂଟନ ଡିସି, ମ୍ୟାରିଲ୍ୟାଣ୍ଡ, ଟେନିସି, ଆଲବାମା ଓ ଆଟଲାଣ୍ଟା ଆଦି ସ୍ଥାନ ଭ୍ରମଣର ରୋଚକ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ରଚିତ ଏହି ପୁସ୍ତକରେ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ସହାବସ୍ଥାନର ବିବରଣୀ ମଧ୍ୟ ସ୍ଥାନ ପାଇଛି! ପ୍ରକାଶଭଙ୍ଗୀର ସ୍ୱଚ୍ଛତା, ଅକପଟ ବିଶ୍ୱସନୀୟତା ଏବଂ ପର୍ଯ୍ୟଟକର ଅନୁସନ୍ଧିଛା 'ପ୍ରଥମ ପ୍ରବାସ'ର ବିଶେଷତ୍ୱ!