Please visit https://thebookvoice.com/podcasts/1/audiobook/836691 to listen full audiobooks.
Title: [Oriya] - Badagharara Dasi
Author: ଦେବଦାସ ଛୋଟରାୟ
Narrator: ସୁଧାକର ଦାସ
Format: Unabridged Audiobook
Length: 1 hour 21 minutes
Release date: February 28, 2022
Genres: Literary Fiction
Publisher's Summary:
'କିନ୍ତୁ ମୋର ସବୁ ଇଚ୍ଛା, ସବୁ ସମସ୍ୟାର ହସ୍ତାନ୍ତରଣ କିଏ କରିବ । ମୁଁ କରିବି ନା? ଆଉ ମୁଁ ଯଦି ଈଶ୍ୱରଙ୍କୁ ହସ୍ତାନ୍ତର ନକରି, ଯେକୌଣସି ଟେଲିଗ୍ରାଫ୍ ଖୁଂଟ କି କୋକୋକୋଲା ବୋତଲ୍କୁ ମୋର ସବୁ ଦାୟିତ୍ୱ ହସ୍ତାନ୍ତର କରିଦିଏ, ତାହେଲେ ମୁଁ ସେଇ ପରିମାଣରେ ମୁକ୍ତ ହେଇଯିବିନି କି? ଏ ତ କେବଳ ମୋର ବିଶ୍ୱାସର କଥା, ଯାହାକୁ ମୁଁ ବିଶ୍ୱାସ କରିବି, ସେଇ ତ ଈଶ୍ୱର ।' ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ ଦେବଦାସ ଛୋଟରାୟଙ୍କ ସଂଚରଣଶୀଳ ଉପନ୍ୟାସ 'ବଡ଼ଘରର ଦାସୀ' ।