Listen

Description

Please visit https://thebookvoice.com/podcasts/1/audiobook/836690 to listen full audiobooks.
Title: [Oriya] - Katha Charipada
Author: ସୌଭାଗ୍ୟ କୁମାର ମିଶ୍ର
Narrator: ସୁଧାକର ଦାସ
Format: Unabridged Audiobook
Length: 5 hours 55 minutes
Release date: July 20, 2021
Genres: Literary Fiction
Publisher's Summary:
ଆଧୁନିକ ଓଡ଼ିଆ କବିତାର ଜଣେ ଉଚ୍ଚକୋଟୀର କବି ଭାବେ ଜଣାଶୁଣା ସୌଭାଗ୍ୟ କୁମାର ମିଶ୍ରଙ୍କର ଏକମାତ୍ର ଗଦ୍ୟ ସଂକଳନ ହେଉଛି 'କଥା ଚାରିପଦ', ଯେଉଁଥିରେ ରହିଛି ଚାରିଟି ଚମତ୍କାର ଉପନ୍ୟାସିକା! ଏହାର କାହାଣୀଗୁଡ଼ିକ ଧରାବନ୍ଧା ନୁହେଁ, ବରଂ ସମକାଳୀନ ଧାରାଠାରୁ ସମ୍ପୂର୍ଣ୍ଣ ଅଲଗା! ଶୁଣିଲେ ଗୋଟେ ନୂଆ ସ୍ୱାଦ ତ ନିଶ୍ଚୟ ପାଇବେ ସୁଧାକର ଦାସଙ୍କ କଣ୍ଠରେ...