Please visit https://thebookvoice.com/podcasts/1/audiobook/836093 to listen full audiobooks.
Title: [Oriya] - Ama Samayara Dukha
Author: ପଦ୍ମଜ ପାଳ
Narrator: ଅନିତ୍ୟ ମହାନ୍ତି
Format: Unabridged Audiobook
Length: 2 hours 37 minutes
Release date: October 23, 2021
Genres: Literary Fiction
Publisher's Summary:
ସାଂପ୍ରତିକ ମଣିଷର ଚିନ୍ତା ଚେତନା, ପରସ୍ପର ମଧ୍ୟରେ ବନ୍ଧୁତା ଥିବା ସତ୍ତ୍ୱେ ସଂପର୍କହୀନତା ପରି ବିଷୟକୁ ନେଇ 'ଆମ ସମୟର ଦୁଃଖ' ରଚିତ। ଏହି ଉପନ୍ୟାସରେ ଚାରିବନ୍ଧୁ, ଅଥଚ ସଂପର୍କହୀନ ଚାରୋଟି ମଣିଷ। ପ୍ରକୃତରେ ଏହି ଛଳନାତ୍ମକ ସଂପର୍କ ହିଁ ସାଂପ୍ରତିକ ସମୟର ଦୁଃଖ। ଶୁଣନ୍ତୁ ବିଖ୍ୟାତ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଆମ ସମୟର ଦୁଃଖ', ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...