Listen

Description

Please visit https://thebookvoice.com/podcasts/1/audiobook/835663 to listen full audiobooks.
Title: [Oriya] - Istarupa
Author: ଯଶୋଧାରା ମିଶ୍ର
Narrator: ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ
Format: Unabridged Audiobook
Length: 6 hours 14 minutes
Release date: April 5, 2022
Genres: Literary Fiction
Publisher's Summary:
'ରିକ୍‍ସା ଚାଲିଯାଉଯାଉ ଏଲି ଫେରି ଦେଖିଲା, ଅରୁଣା ଠିଆହୋଇଯାଇ ଅନେଇଥିଲା ତା ଯିବା ବାଟକୁ । ଏଲିର ମନେପଡ଼ିଗଲା ଅନେକ ବର୍ଷ ତଳର ଅରୁଣାକୁ । ଘଡ଼ିଘଡ଼ିକେ ରୂପ ବଦଳୁଥିବା ବାଦେଇ, କଳେହୀ, ଗେହ୍ଲେଇ, ସୁନ୍ଦରୀ ରୁନାକୁ । ହାତ ହଲେଇ ବଡ଼ପାଟିରେ କହିଲା ଏଲି, 'କାହ୍ନୁକୁ କହିଦେବ, ନାନୀ ଆଶୀର୍ବାଦ ଦେଉଚି, ସେ ଭଲ ମଣିଷ ହେଉ । ତମକୁ ବି ଆଶୀର୍ବାଦ, ଜସ୍ମିନ ପାର୍ଲର ଆଉରି ବହୁତ ବଡ଼ ହେଉ । ଭଲରେ ଥାଅ ରୁନା ।' ଆଉ ତା'ପରେ? କୁଆଡ଼େ ଗଲା ଏଲି? ପଢ଼ନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ଚମତ୍କାର ଉପନ୍ୟାସ 'ଇଷ୍ଟରୂପ' ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ...