Please visit https://thebookvoice.com/podcasts/1/audiobook/836058 to listen full audiobooks.
Title: [Oriya] - Jatra Dotcom
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged Audiobook
Length: 1 hour 42 minutes
Release date: July 18, 2021
Genres: Literary Fiction
Publisher's Summary:
ପ୍ରସିଦ୍ଧ ଔପନ୍ୟାସିକ ପଦ୍ମଜ ପାଳଙ୍କ 'ଯାତ୍ରା ଡଟ୍କମ୍' ଏକ ଆଣ୍ଟି ନଭେଲ! ଜୀବନରେ ବହୁ ଅସଫଳତାର ମାର୍ମିକ ଚିତ୍ର ଭରି ରହିଛି ଏ ଉପନ୍ୟାସରେ! ପ୍ରେମ ଅଛି, ହେଲେ ସେଠି ଗଭୀରତା ନାହିଁ! ଉପଭୋକ୍ତାବାଦୀ ମନୋଭାବର ସୁନ୍ଦର ଚିତ୍ରଣ ଘଟିଛି ଏ ଉପନ୍ୟାସରେ! ଜଣାଶୁଣା କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ଏହି ମନଛୁଆଁ ଉପନ୍ୟାସଟି...