Please visit https://thebookvoice.com/podcasts/1/audiobook/836060 to listen full audiobooks.
Title: [Oriya] - Muhurte Matra
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged Audiobook
Length: 1 hour 34 minutes
Release date: July 19, 2021
Genres: Literary Fiction
Publisher's Summary:
ବିକାଶ ସାଉ ପାଲଟି ଗଲା ଜିଅନ୍ତା ଶବ। ଯିଏ ଆଖି ଆଗରେ ପଡ଼ିଲା ସେ ବିକାଶ ସାଉ ନ ଥିଲା। ଥିଲା 'ସୋ'! 'ସୋହମ'! ତାର ଆତ୍ମା ନୁହେଁ କି ଦେହ ନୁହେଁ କେବଳ ଗୋଟିଏ ଛାଇ। 'ମୁହୂର୍ତ୍ତେ ମାତ୍ର' ଉପନ୍ୟାସଟି ମନସ୍ତାତ୍ତ୍ୱିକ ଚିନ୍ତନ ଉପରେ ଆଧାରିତ! ମଣିଷର ମନ ଭିତରେ ଲୁଚିଥିବା ଦ୍ୱେତସତ୍ତାକୁ 'ସୋ' ଚରିତ୍ର ମାଧ୍ୟମରେ ଖୁବ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ବରିଷ୍ଠ କଥାକାର ପଦ୍ମଜ ପାଳ! ଶୁଣନ୍ତୁ ତେବେ...