Please visit https://thebookvoice.com/podcasts/1/audiobook/835687 to listen full audiobooks.
Title: [Oriya] - Lal Machha
Author: ଦେବଦାସ ଛୋଟରାୟ
Narrator: ଅନୀଲ ପଟ୍ଟନାୟକ
Format: Unabridged Audiobook
Length: 5 hours 9 minutes
Release date: April 3, 2022
Genres: Short Stories
Publisher's Summary:
'ସେଦିନ ରାତିରେ ବିଛଣାରେ ମୁଁ ତାକୁ ନିୟମ ମୁତାବକ ମୋ' ଆଡ଼କୁ ଟାଣିଆଣିଲି । ସେ ମତେ ଜଳାଇବା ପାଇଁ ହୁଏତ ଗୋଟାଏ ଲାଲ୍ ଶାଢ଼ି ପିନ୍ଧିଥିଲା । ବିସ୍ତୃତ ଧଳାବିଛଣାର ସେପଟରୁ ସେ ଯେତେବେଳେ ଗଡ଼ିଆସିଲା, ମତେ ଲାଗିଲା, ଅବା ଗୋଟାଏ ପ୍ରକାଣ୍ଡ ଲାଲ୍ ମାଛ ମୋ ଆଡ଼କୁ ପହଁରିଆସୁଛି ।' ଏଭଳି ରୋମାଣ୍ଟିକ୍ ଉପସ୍ଥାପନାର ଚମତ୍କାର ଗପସବୁ ଶୁଣନ୍ତୁ ଦେବଦାସ ଛୋଟରାୟଙ୍କ 'ଲାଲ ମାଛ' ସଂକଳନରୁ ଅନୀଲ ପଟ୍ଟନାୟକଙ୍କ ସ୍ୱରରେ...