Please visit https://thebookvoice.com/podcasts/1/audiobook/834870 to listen full audiobooks.
Title: [Oriya] - Ama Lokakatha
Author: ଡ. ବିବୁଧରଞ୍ଜନ
Narrator: କରୁଣାକର
Format: Unabridged Audiobook
Length: 8 hours 10 minutes
Release date: November 17, 2021
Genres: Short Stories
Publisher's Summary:
ମୁହଁରୁ ମୁହଁକୁ ଗଡ଼ିଆସୁଥିବା କାହାଣୀ ହିଁ ଲୋକକଥା! ଯେଉଁଥିରେ ଖାଲି ମନୋରଞ୍ଜନ ନଥାଏ, ଥାଏ ଶିକ୍ଷା ଓ ଉପଲବ୍ଧି! ଡ. ବିବୁଧରଞ୍ଜନଙ୍କ ରଚିତ 'ଆମ ଲୋକକଥା' ସଙ୍କଳନରେ ରହିଛି ଭାରତର ବିଭିନ୍ନ ରାଜ୍ୟ ଓ ଭାଷାରେ ପ୍ରଚଳିତ ଷାଠିଏଟି ଲୋକକଥା, ଯାହାକୁ କେବଳ ପିଲା ନୁହନ୍ତି ବୟସ୍କମାନେ ମଧ୍ୟ ଶୁଣି ମଜା ନେଇପାରିବେ! ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ତେବେ ସାରା ଭାରତର କଥା ଓ କାହାଣୀ...