Please visit https://thebookvoice.com/podcasts/1/audiobook/831475 to listen full audiobooks.
Title: [Oriya] - Nathuram Nathi
Author: ଡ. ବିବୁଧରଞ୍ଜନ
Narrator: ମୋହନ୍ ମଜୀଠୀଆ
Format: Unabridged Audiobook
Length: 7 hours 43 minutes
Release date: July 13, 2021
Genres: Asia
Publisher's Summary:
ଭାରତ ଇତିହାସର ପ୍ରତିଟି ପୃଷ୍ଠାରେ ନାଥୁରାମ ଚିତ୍ରିତ ହୋଇଛନ୍ତି ଜଣେ ଘୃଣ୍ୟ ହତ୍ୟାକାରୀ ଭାବରେ! ଗାନ୍ଧୀ ହତ୍ୟାର ମାଷ୍ଟରମାଇଣ୍ଡ ନାରାୟଣ ଆପ୍ତେ ବି ଆଜି ଅତୀତ ଗର୍ଭରେ ବିସ୍ମୃତ! ସ୍ଵାଧୀନୋତ୍ତର ଭାରତବର୍ଷର ବଂଶଧରମାନଙ୍କ ପାଇଁ ସେ ଦୁହିଁଙ୍କର କୌଣସି ମୂଲ୍ୟ ନାହିଁ; ମହତ୍ୱ ବି ନାହିଁ! ତଥାପି ଅତୀତର ପାଉଁଶ ତଳୁ ନାଥୁରାମଙ୍କ ବିଦ୍ରୋହୀ ଆତ୍ମା ବହୁ ସମୟରେ ମୁଣ୍ଡ କାଢି ଆଖିମିଟିକା ମାରେ! କାହିଁକି ସେ ହତ୍ୟା କଲେ ଗାନ୍ଧୀଙ୍କ ପରି ଜଣେ ମହାତ୍ମାଙ୍କୁ? ଏଭଳି ଦୁଃସାହସ ପଛର ଅସଲ ରହସ୍ୟ କଣ? ଏ ପ୍ରଶ୍ନ ଆଜିବି ଅନେକ ଭାରତୀୟଙ୍କ ଭିତରେ କଡ଼ ଲେଉଟାଏ...! ତାହେଲେ ଚାଲନ୍ତୁନା ଖୋଲିବା ନାଥୁରାମଙ୍କ ସେଇ ପରିତ୍ୟକ୍ତ ନଥିକୁ ପୁଣିଥରେ... ଜାଣିବା ଢାଙ୍କି ଦିଆଯାଇଥିବା ସେଇ ସତଟିକୁ...