Listen

Description

Please visit https://thebookvoice.com/podcasts/1/audiobook/831476 to listen full audiobooks.
Title: [Oriya] - Samarpanare Samadhana
Author: ଡ. ବିବୁଧରଞ୍ଜନ
Narrator: ଶରତ ନାୟକ
Format: Unabridged Audiobook
Length: 4 hours 35 minutes
Release date: July 10, 2021
Genres: Lessons in Philosophy
Publisher's Summary:
ଆମେ ଈଶ୍ୱରଙ୍କୁ ଡାକୁ, ପୂଜାକରୁ, ପ୍ରାର୍ଥନାରେ କହୁ 'ତୁମେ ହିଁ ହର୍ତ୍ତା, କର୍ତ୍ତା, ଦୈବବିଧାତା...! ହେଲେ ସତରେ ଈଶ୍ୱରଙ୍କୁ ଆମେ କର୍ତ୍ତା ବୋଲି ଭାବୁ କି? ସେ ଯେମିତି ଆମକୁ ଗଢ଼ିଛି, ଆମ ପାଇଁ ସୁଖ-ଦୁଃଖ ଖଞ୍ଜିଛି, ସେଥିରେ ସନ୍ତୁଷ୍ଟ ରହିପାରୁ କି? ଯାହା ମିଳିଛି, ତାହା ହିଁ ଈଶ୍ୱରଙ୍କ ଆଶୀର୍ବାଦ ଓ ପ୍ରସାଦ ମନେକରି ଖୁସି ହେଉ କି? ଯଦି ହେଉ, ତାହେଲେ ଆମେ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ; ତେଣୁ ଆମର ଆଉ ଦୁଃଖ କଣ? ଶୁଣନ୍ତୁ ବିବୁଧରଞ୍ଜନଙ୍କ ଆଧ୍ୟାତ୍ମିକ ଉପଲବ୍ଧିର ଅନେକ ଶିକ୍ଷଣୀୟ ବିଷୟ...