Please visit https://thebookvoice.com/podcasts/1/audiobook/839850 to listen full audiobooks.
Title: [Oriya] - Adhunika Bigyan O Baigyanikamananka Kahani
Author: ପ୍ରଫେସର ରାମଶଙ୍କର ରଥ
Narrator: ସୁବ୍ରତ କୁମାର ପତି
Format: Unabridged Audiobook
Length: 8 hours 4 minutes
Release date: November 19, 2021
Genres: Non-fiction
Publisher's Summary:
ବିଜ୍ଞାନକୁ ସହଜବୋଧ୍ୟ ଶୈଳୀରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ନେଇ ପ୍ରଫେସର ରାମଶଙ୍କର ରଥଙ୍କ ଦ୍ୱାରା ରଚିତ 'ଆଧୁନିକ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ କାହାଣୀ' କେବଳ ଛାତ୍ରଛାତ୍ରୀ ବା ଶିକ୍ଷକମାନଙ୍କ ପାଇଁ ନୁହେଁ, ସାଧାରଣ ପାଠକ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଶୁଣନ୍ତୁ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଆବିଷ୍କାର ଓ ଉଦ୍ଭାବନର ଚିତ୍ତାକର୍ଷକ କାହାଣୀ...