Listen

Description

Please visit https://thebookvoice.com/podcasts/1/audiobook/835633 to listen full audiobooks.
Title: [Oriya] - Para Purusha
Author: ବିଭୂତି ପଟ୍ଟନାୟକ
Narrator: ସୁଧାକର ଦାସ
Format: Unabridged Audiobook
Length: 3 hours 57 minutes
Release date: April 10, 2022
Genres: Literary Fiction
Publisher's Summary:
ବିଭୂତି ପଟ୍ଟନାୟକଙ୍କ ଯେକୌଣସି ଉପନ୍ୟାସ ଛୁଇଁଲେ ପ୍ରେମପ୍ରେମ ଲାଗେ । ଆଉ ଯଦି ତାହା ପ୍ରେମ-ଉପନ୍ୟାସ ହେଇଥାଏ, ତାହେଲେ ତ ଡେଣା ଲାଗିଯାଏ ମନରେ । ସେଇ ପ୍ରେମ ଭିତରେ ସେ ସମାଜର ଅସଙ୍ଗତି ଓ କୁସଂସ୍କାରକୁ ଦେଖାଇବାକୁ ଭୁଲିନଥାନ୍ତି । ସେମିତି ଏକ ଉପନ୍ୟାସ 'ପର ପୁରୁଷ', ଯେଉଁଥିରେ ରହିଛି ଫେନିଳଯୌବନା ବନାନୀ ଦାସର ଇତିହାସ... । ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ...