Listen

Description

Please visit https://thebookvoice.com/podcasts/1/audiobook/836054 to listen full audiobooks.
Title: [Oriya] - Mamughara Chaunri
Author: ପଦ୍ମଜ ପାଳ
Narrator: ସୁଧାକର ଦାସ
Format: Unabridged Audiobook
Length: 2 hours 9 minutes
Release date: December 23, 2021
Genres: Literary Fiction
Publisher's Summary:
ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ମାମୁଁଘର ଚଉଁରୀ' ବଦଳି ଯାଉଥିବା ଗ୍ରାମ୍ୟ ପରିବେଶରେ ଏକ ଚାରିପୁରୁଷ ବୁନିଆଦି ଘର କେମିତି ଉଜୁଡି ଯାଉଛି, ସେଇ କଥା ବଖାଣିଛି। ସ୍ୱାର୍ଥ ଓ ଅହଂକାରରେ କବଳିତ ହୋଇ ଶତ୍ରୁ ପ୍ରତିପକ୍ଷ ପାଲଟି ଯାଇଛନ୍ତି। ପରିବାରରେ ସମସ୍ତେ ଆତ୍ମକଳହରେ ମଗ୍ନ। ଏଭଳି ଏକ ବାସ୍ତବବାଦୀ ଉପନ୍ୟାସ ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ...