Listen

Description

Please visit https://thebookvoice.com/podcasts/1/audiobook/831502 to listen full audiobooks.
Title: [Oriya] - Hi Muni Kemiti Achha
Author: ପଦ୍ମଜ ପାଳ
Narrator: ଅଭିରାମ ଖୁଣ୍ଟିଆ
Format: Unabridged Audiobook
Length: 4 hours 56 minutes
Release date: November 8, 2021
Genres: Literary Fiction
Publisher's Summary:
ପଦ୍ମଜ ପାଳ ଆମ ସମୟର ଅନ୍ୟତମ ସଶକ୍ତ ସର୍ଜନାକାର । ବିଶେଷତଃ ଗଳ୍ପ ଓ ଉପନ୍ୟାସରେ ସେ ତାଙ୍କର ପ୍ରର୍ଯ୍ୟାପ୍ତ ସୃଜନଶୀଳତା ବିନିଯୋଗ କରିଛନ୍ତି; ଯାହା ବଦଳରେ ଓଡ଼ିଆ ସାହିତ୍ୟ ପାଇଛି ବେଶ୍‍କିଛି ଉଲ୍ଲେଖନୀୟ ଓ ସ୍ମରଣୀୟ କଥାସାହିତ୍ୟ । 'ହାଏ ମୁନି, କେମିତି ଅଛ!' ସମକାଳର ସାକ୍ଷ୍ୟ ଓ ସଂବେଦନା ବହନ କରୁଥିବା ଏକ ପରୀକ୍ଷାଧର୍ମୀ ଉପନ୍ୟାସ, ଯାହା 'କଥା'ରେ ଧାରାବାହିକ ଭାବେ ପ୍ରକାଶ ପାଇ ଅପୂର୍ବ ପାଠକୀୟତା ହାସଲ କରିଥିଲା । ଥରେ ଶୁଣି ଦେଖନ୍ତୁ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ...