Please visit https://thebookvoice.com/podcasts/1/audiobook/834884 to listen full audiobooks.
Title: [Oriya] - Durdina
Author: ଜଗଦୀଶ ମହାନ୍ତି
Narrator: ବିକ୍ରମ କେଶରୀ ଜେନା
Format: Unabridged Audiobook
Length: 3 hours 12 minutes
Release date: September 3, 2021
Genres: Literary Fiction
Publisher's Summary:
ଆମେ ଚିହ୍ନିଛୁ କି ଆମର ସ୍ୱଦେଶକୁ? ଓଡିଶାକୁ? ମା' ମାଟିକୁ? ଏଇ ଉପନ୍ୟାସରେ ଆପଣ ଏମିତି ଏକ ମାଟିକୁ ଭେଟିବେ, ଯାହା ଆମର ଆଜନ୍ମ ପରିଚିତ! କିନ୍ତୁ ସତରେ ପରିଚିତ କି? ତା ଭିତରେ ଲୁଚି ରହିଥିବା ଆଉଗୋଟିଏ ଦେଶ - ସେ ଦେଶ ଆମର କି? ଶେଷରେ ଆପଣ ସେମିତି ଏକ ଜାଗାରେ ପହଂଚିବେ, ଯେଉଁଠି ବିସ୍ମିତ ହୋଇ ନିଜକୁ ପଚାରିବେ - ଏତେ କୁତ୍ସିତ ଆମ ପ୍ରିୟ ସ୍ୱଦେଶ? ବ୍ୟକ୍ତି ଓ ରାଷ୍ଟ୍ରର ସଂଘର୍ଷ ଭିତରେ ଗଢି ଉଠିଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ନିଶ୍ଚିତ ଭାବେ ଆପଣଙ୍କୁ ଉପଲବ୍ଧିର ଅନ୍ୟଏକ ରାଜ୍ୟକୁ ନେଇଯିବ! ଶୁଣନ୍ତୁ ପ୍ରଖ୍ୟାତ କଥାକାର ଜଗଦୀଶ ମହାନ୍ତିଙ୍କ ଏହି ଉପନ୍ୟାସ, ବିଶିଷ୍ଟ ଉପସ୍ଥାପକ ବସନ୍ତ ମହାନ୍ତିଙ୍କ କଣ୍ଠରେ...