Please visit https://thebookvoice.com/podcasts/1/audiobook/835634 to listen full audiobooks.
Title: [Oriya] - Nida Nahin
Author: ବିଭୂତି ପଟ୍ଟନାୟକ
Narrator: ଅନିତ୍ୟ ମହାନ୍ତି
Format: Unabridged Audiobook
Length: 4 hours 0 minutes
Release date: April 11, 2022
Genres: Literary Fiction
Publisher's Summary:
'ରାନୁ! ମୁଁ ଜାଣେ, ଏ ପ୍ରଶ୍ନର ସଠିକ୍ ଉତ୍ତର ମତେ କୌଣସି ଦିନ ମିଳିବ ନାହିଁ । ଅବୈଧ ଉପାୟରେ ଧନ ଅର୍ଜନ କରିବାର ନିଶା ହେରୋଇନ୍ କୋକେନ୍ ନିଶାଠାରୁ ଆହୁରି ଗାଢ଼, ଆହୁରି ମାରାତ୍ମକ । ଊଣା ଅଧିକେ ଆମେ ସମସ୍ତେ ଅବୈଧ ଉପାୟରେ ନିଜକୁ ସୁଖୀ କରିବାର ନିଶାରେ ମାତିଛୁ ।' କେଉଁ ସୁଖ, କେଉଁ ନିଶାର କଥା କହୁଛନ୍ତି ଲେଖକ? ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ବିଖ୍ୟାତ କଥାକାର ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ 'ନିଦ ନାହିଁ' ।