Please visit https://thebookvoice.com/podcasts/1/audiobook/830357 to listen full audiobooks.
Title: [Oriya] - Kete Rangara Jibana
Author: ଗୌରହରି ଦାସ
Narrator: ଅନିତ୍ୟ ମହାନ୍ତି
Format: Unabridged Audiobook
Length: 3 hours 52 minutes
Release date: July 10, 2021
Genres: Literary Fiction
Publisher's Summary:
ମନର ଚାହିଦା ପରି ଦେହର ମଧ୍ୟ ଯେ କିଛି ଚାହିଦା ଅଛି, ତାହା ସ୍ୱୀକାର କରନ୍ତି ଏହି ଉପନ୍ୟାସର ଚରିତ୍ରମାନେ! ପାପ-ପୁଣ୍ୟ ଓ ଭଲ-ମନ୍ଦର ଲକ୍ଷ୍ମଣରେଖା ଡେଇଁ ଜୀବନ ଆଉକିଛି ଖୋଜୁଥାଏ, ଝୁରୁଥାଏ କିଛି ସ୍ମୃତିକୁ ଏବଂ ଦେଖୁଥାଏ କିଛି ମିଠା ସ୍ୱପ୍ନ! ଲୁହ, ଦୀର୍ଘଶ୍ୱାସ, ନିଷିଦ୍ଧ ସ୍ୱପ୍ନ ଓ ଉନ୍ମୁକ୍ତ ଇଚ୍ଛାର ଏକ ପୃଥକ କାହାଣୀ ହେଉଛି 'କେତେ ରଙ୍ଗର ଜୀବନ', ଯାହା ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ପୋଖତ ହାତରେ ରଚିତ!