Listen

Description

Please visit https://thebookvoice.com/podcasts/1/audiobook/831654 to listen full audiobooks.
Title: [Oriya] - Dhuli Dhusarita
Author: ପଦ୍ମଜ ପାଳ
Narrator: କରୁଣାକର
Format: Unabridged Audiobook
Length: 9 hours 32 minutes
Release date: July 10, 2021
Genres: Literary Fiction
Publisher's Summary:
ଆଭିଜାତ୍ୟର ଊର୍ଦ୍ଧ୍ୱମୁଖୀ ଉଡ଼ାଣର ପାଦଦେଶରେ ଥାଏ ଏକ ଧୂଳିଧୂସରିତ ପୃଥିବୀ! ସେଇ ପୃଥିବୀରେ ଆତଯାତ ହୁଅନ୍ତି ଅନେକ ମାଟିମନସ୍କ ମଣିଷ! ଶ୍ରମ ଓ ସଂଘର୍ଷ ହିଁ ଏମାନଙ୍କ ଅଘୋଷିତ ଆଦର୍ଶ! ସ୍ୱାଭାବିକତାର ମୁକ୍ତ ଜୀବନ ଏମାନଙ୍କୁ ଯେତେ ପୁଲକିତ କରେ, ଆର୍ଥିକ ଅନାଟନର ଭାଉ ସେତିକି ଡରାଏ! ପ୍ରାଚୁର୍ଯ୍ୟ ଆଗରେ ଲାଂଛିତ ହୁଏ କି ସେମାନଙ୍କର ଅସହାୟତା? ଏଇ ପ୍ରଶ୍ନର ଉତ୍ତର ରହିଛି ଏ ବହିର ବାସ୍ତବବାଦୀ ଗଳ୍ପଗୁଡିକରେ...