Please visit https://thebookvoice.com/podcasts/1/audiobook/839848 to listen full audiobooks.
Title: [Oriya] - Panchatantra
Author: ଡ. ବିବୁଧରଞ୍ଜନ
Narrator: ଆଲୋକ ଅଗ୍ନିବେଶ
Format: Unabridged Audiobook
Length: 5 hours 31 minutes
Release date: October 17, 2021
Genres: Fairy Tales & Folklore
Publisher's Summary:
ଆଜିର ଇଲେକ୍ଟ୍ରୋନିକ୍ସ ଯୁଗରେ ବି ପଣ୍ଡିତ ବିଷ୍ଣୁଶର୍ମା ବିରଚିତ 'ପଞ୍ଚତନ୍ତ୍ର'ର କାହାଣୀ ତା'ର ଗୌରବ ଓ ଔଜ୍ଜ୍ୱଲ୍ୟ ବଜାୟ ରଖିଛି। କେବଳ ଶିଶୁ-କିଶୋର ନୁହଁନ୍ତି, ପରିବାର, ସମାଜ ଓ ରାଷ୍ଟ୍ରର ସବୁ ବର୍ଗର ଲୋକଙ୍କ ପାଇଁ ମନଛୁଆଁ କାହାଣୀ ଛଳରେ 'ପଞ୍ଚତନ୍ତ୍ର' ସଜାଇ ରଖିଛି ଗଭୀର ଜୀବନଦର୍ଶନ ଓ ନିତିକଥାର ନାନ୍ଦନିକ ଐଶ୍ୱର୍ଯ୍ୟ। ଡକ୍ଟର ବିବୁଧରଂଜନଙ୍କ କମନୀୟ ଭାଷା ଓ ନମନୀୟ ବର୍ଣ୍ଣନା ଏ ବହିଟିକୁ ଅଧିକ ରସାଳ କରିବାରେ ସହାୟକ ହୋଇଛି।