Please visit https://thebookvoice.com/podcasts/1/audiobook/834896 to listen full audiobooks.
Title: [Oriya] - Andharara Akhi
Author: ଡ. ପ୍ରଶାନ୍ତ ବିଶ୍ୱାଳ
Narrator: ଶକ୍ତି ବରାଳ
Format: Unabridged Audiobook
Length: 5 hours 8 minutes
Release date: November 18, 2021
Genres: Literary Fiction
Publisher's Summary:
'ଏଇ ଦେଖ, ମୁଁ ଆସିଛି - କହି ଅଜିତ ବାବୁଙ୍କ ହାତପାପୁଲିକୁ ଜୋରରେ ଚାପି ଧରିଥାଏ ଶାଳିନୀ! ଶାଳିନୀର ହାତପାପୁଲିର ସ୍ପର୍ଶ ପାଇ ଅଧା ଆଖି ଖୋଲିଲେ ଅଜିତ ବାବୁ! ଥରିଲା ଥରିଲା ହାତରେ ଶାଳିନୀର ହାତକୁ ନେଇ ଅବିନାଶ ବାବୁଙ୍କ ହାତରେ ଛୁଆଁଇ ଦେଲେ!' କଣ ହେଲା ତା ପରେ? ଶୁଣନ୍ତୁ କଥାକାର ଡା. ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ରୋମାଣ୍ଟିକ ଉପନ୍ୟାସ 'ଅନ୍ଧାରର ଆଖି' ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ...