Listen

Description

Please visit https://thebookvoice.com/podcasts/1/audiobook/834894 to listen full audiobooks.
Title: [Oriya] - Prema Aprema
Author: ଜଗଦୀଶ ମହାନ୍ତି
Narrator: ପ୍ରକାଶ ରାଉତ
Format: Unabridged Audiobook
Length: 6 hours 44 minutes
Release date: October 16, 2021
Genres: Mystery
Publisher's Summary:
ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍‌ତାଡ୍‌, କସରତ୍‌, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। 'ପ୍ରେମ ଅପ୍ରେମ' ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।