Listen

Description

Please visit https://thebookvoice.com/podcasts/1/audiobook/834846 to listen full audiobooks.
Title: [Oriya] - Dadan
Author: ସରୋଜିନୀ ସାହୁ
Narrator: ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ
Format: Unabridged Audiobook
Length: 3 hours 39 minutes
Release date: July 22, 2021
Genres: Literary Fiction
Publisher's Summary:
ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଡ. ସରୋଜିନୀ ସାହୁ ଜଣେ ବହୁପଠିତ ଭାରତୀୟ ଲେଖିକା, ଯାହାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଭାରତ ଓ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ଖୁବ ପାଠକୀୟ ଆଦୃତି ଲାଭକରିଛି! 'ଦାଦନ' ତାଙ୍କର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସ, ଯେଉଁଥିରେ ସେ ଶିକ୍ଷିତ ବେକାରମାନଙ୍କୁ ସରକାରୀ ଦାଦନ କର୍ମଚାରୀ ଭାବେ ଚିତ୍ରିତ କରିଛନ୍ତି! ସାମ୍ପ୍ରତିକ ଯୁବସମାଜର ସ୍ୱପ୍ନ, ସମ୍ପର୍କ, ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ 'ଦାଦନ' ଏକ ଚମତ୍କାର ଉପନ୍ୟାସ! ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ଏହି ଉପନ୍ୟାସ...