Listen

Description

Please visit https://thebookvoice.com/podcasts/1/audiobook/836041 to listen full audiobooks.
Title: [Oriya] - Syamala Sugandha
Author: ପ୍ରବୀଣା ମହାନ୍ତି
Narrator: ବିଜୟଲକ୍ଷ୍ମୀ ପତ୍ରୀ
Format: Unabridged Audiobook
Length: 3 hours 53 minutes
Release date: September 3, 2021
Genres: Literary Fiction
Publisher's Summary:
ଲୋକପ୍ରିୟ ମାସିକ 'କଥା' ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇ ଖୁବ ପାଠକୀୟ ଆଦର ସାଉଁଟିଥିବା ବିଶିଷ୍ଟ କଥାକାର ଡ. ପ୍ରବୀଣା ମହାନ୍ତିଙ୍କ ଉପନ୍ୟାସ 'ଶ୍ୟାମଳ ସୁଗନ୍ଧ'ରେ ରହିଛି ଗଭୀର ଜୀବନବୋଧ, ଗତିଶୀଳ କାହାଣୀ ଓ ବିଶ୍ୱସନୀୟ ଚରିତ୍ରଚିତ୍ରଣର ସୁଗୁଣ! ଉଠାପକା ଭିତର ଦେଇ ଗତିକରୁଥିବା ଜୀବନରେ ସମ୍ପର୍କର ଡଙ୍କ କେମିତି ସାମାଜିକତାର ରଂଜା ଦେଇ ଲଟେଇଚାଲିଛି, ତାର ନିଖୁଣ ପରିପ୍ରକାଶ ଘଟିଛି ଏହି ଉପନ୍ୟାସରେ! ବିଜୟଲକ୍ଷ୍ମୀ ପତ୍ରୀଙ୍କ ଶ୍ରୁତିମଧୁର କଣ୍ଠରେ ଥରେ ଏହି ଉପନ୍ୟାସର ଶ୍ୟାମଳ ଉଦ୍ୟାନରେ ପଶି ଦେଖନ୍ତୁ, ପାଇବେ କେବଳ ସୁଗନ୍ଧ ହିଁ ସୁଗନ୍ଧ...