Please visit https://thebookvoice.com/podcasts/1/audiobook/831542 to listen full audiobooks.
Title: [Oriya] - Ebebi Sundara Dhara
Author: ପ୍ରବୀଣା ମହାନ୍ତି
Narrator: ମଧୁସ୍ମିତା
Format: Unabridged Audiobook
Length: 4 hours 24 minutes
Release date: September 3, 2021
Genres: Literary Fiction
Publisher's Summary:
ଏକାଧିକ ସଂସ୍କରଣରେ ପ୍ରକାଶିତ 'ଏବେ ବି ସୁନ୍ଦର ଧରା' ପ୍ରବୀଣ ଲେଖିକା ପ୍ରବୀଣା ମହାନ୍ତିଙ୍କର ଏକ ସଫଳ ଉପନ୍ୟାସ! ଗତାନୁଗତିକ ଜୀବନର ଘଟଣା ଭିତରେ ବି ସେ ଭାବପ୍ରବଣତାର ସୂକ୍ଷ୍ମ ସମ୍ବେଦନଶୀଳ ଉପସ୍ଥାପନା କରିପାରନ୍ତି, ଯାହା ପାଠକକୁ ମୁଗ୍ଧ କରିଥାଏ! ଯନ୍ତ୍ରଣାଜର୍ଜର ମଣିଷ ପାଇଁ ତାଙ୍କ କାହାଣୀରେ ଥାଏ ଆସ୍ଥା ଆଉ ଆଶ୍ୱାସନାର ମନ୍ତ୍ର! ମଧୁସ୍ମିତାଙ୍କ ମଧୁର କଣ୍ଠରେ ତେବେ ଶୁଣନ୍ତୁ ପ୍ରବୀଣା ମହାନ୍ତିଙ୍କ ଏହି ଚମତ୍କାର ଉପନ୍ୟାସ 'ଏବେ ବି ସୁନ୍ଦର ଧରା'...