Please visit https://thebookvoice.com/podcasts/1/audiobook/835665 to listen full audiobooks.
Title: [Oriya] - Akrura
Author: ଡ. ସୋମନାଥ ବିଷୋୟୀ
Narrator: ମନୋଜ ମହାପାତ୍ର
Format: Unabridged Audiobook
Length: 3 hours 43 minutes
Release date: April 6, 2022
Genres: Literary Fiction
Publisher's Summary:
ଦେବତା ହୋଇ ପ୍ରେମ କରିବାଠୁ ମଣିଷ ହୋଇ ପ୍ରେମ କରିବା କଣ ବେଶି ମିଠା? ସ୍ୱର୍ଗର ଐଶ୍ୱର୍ଯ୍ୟଠୁ ମର୍ତ୍ତ୍ୟର ସୁଖସଂପଦ କଣ ବେଶି ଭଲ? ଏଭଳି ପ୍ରଶ୍ନବାଚୀରୁ ଆରମ୍ଭ ହୋଇଥିବା ଏକ ସୁଖପାଠ୍ୟ ଉପନ୍ୟାସ ଡ. ସୋମନାଥ ବିଷୋୟୀଙ୍କ 'ଅକ୍ରୂର', ଶୁଣନ୍ତୁ ମନୋଜ ମହାପାତ୍ରଙ୍କ କଣ୍ଠରେ ।