Please visit https://thebookvoice.com/podcasts/1/audiobook/831506 to listen full audiobooks.
Title: [Oriya] - Juli
Author: ସାରଦା ପ୍ରସାଦ ମିଶ୍ର
Narrator: ସୁଧାକର ଦାସ
Format: Unabridged Audiobook
Length: 5 hours 26 minutes
Release date: September 17, 2021
Genres: Literary Fiction
Publisher's Summary:
ସାରଦା ପ୍ରସାଦ ମିଶ୍ରଙ୍କ ଉପନ୍ୟାସର ସବୁଠୁ ଆକର୍ଷଣୀୟ ଦିଗଟି ହେଉଛି କହିବାର ଢଙ୍ଗ। ପରମ୍ପରାର ପୃଷ୍ଠଭୂମିରେ ସମକାଳକୁ ନୂଆ ପୋଷାକରେ ଛିଡ଼ା କରାଇବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ। ୨୦୧୦ ମସିହାରେ ସରୋଜ ବଳଙ୍କ ସମ୍ପାଦିତ 'ସାମ୍ନା' ପତ୍ରିକାରେ ପ୍ରକାଶ ପାଇ ପାଠକ ଓ ଲେଖକମାନଙ୍କ ଭିତରେ ଚହଳ ସୃଷ୍ଟି କରିଥିବା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହେଉଛି 'ଜୁଲି'। ଚିରାଚରିତ କଥନଭଂଗୀରୁ ମୁକୁଳି ଗପ, କବିତା, ଗୀତ, ପୁରାଣ ଶୈଳୀରେ ସେ ଯେପରି 'ଜୁଲି'ର ବିନ୍ୟାସ କରିଛନ୍ତି, ତାହାକୁ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସର 'ମଡର୍ଣ୍ଣ କ୍ଲାସିକ୍' ବୋଲି କୁହାଯାଇପାରେ। ଆପଣ ବି ଶୁଣନ୍ତୁ ଓ ମତ ଦିଅନ୍ତୁ...