Listen

Description

Please visit https://thebookvoice.com/podcasts/1/audiobook/836692 to listen full audiobooks.
Title: [Oriya] - Maya
Author: ଦେବବ୍ରତ ଦାସ
Narrator: ପ୍ରକାଶ ରାଉତ
Format: Unabridged Audiobook
Length: 6 hours 33 minutes
Release date: October 16, 2021
Genres: Literary Fiction
Publisher's Summary:
ଦେବବ୍ରତଙ୍କ ଗଦ୍ୟଲେଖାର କୌଶଳ ସମକାଳ ଓଡ଼ିଆ ଗଦ୍ୟର ଏକ ନୂଆଦିଗ ବୋଲି କୁହାଯାଉ। ଭୋଗିବା ଓ ଭୋଗିବାକୁ ନେଇ ଲେଖିବା ଦୁଇଟା ଅଲଗା କଥା। କେମିତି? 'ମାୟା' ପଢ଼ିଲେ ଜାଣିହେବ। କଥକତାର ଚାତୁରୀ ଅପେକ୍ଷା ବେଶି ଲକ୍ଷ୍ୟ କରିବେ ଅନୁଭବର ତୀକ୍ଷ୍ଣତା। ବାସ୍ନା ଦେଖଉ ଦେଖଉ ଦିଗ ଦେଖେଇ ଦେବାର କୌଶଳ ଦେବବ୍ରତଙ୍କୁ ଜଣା। ତାଙ୍କ ବୟସର ଖୁବ କମ୍ ଓଡ଼ିଆ ଲେଖକ ଏଇ କଳାକୁ ହାସଲ କରିଛନ୍ତି। ତାଙ୍କ ଲେଖାରେ ଅଛି ଊର୍ଦ୍ଧ୍ୱଉଡ଼ାଣ, ପୁଣି ମାଟିମନସ୍କତା; ବାସ୍ତବତା ଓ କଳ୍ପନାର କକଟେଲ୍ । 'ମାୟା' ସେମିତି ଏକ ଚମତ୍କାର ଉପନ୍ୟାସ, ଯାହାକୁ ଆରମ୍ଭ କଲେ ଶେଷ ନହେବା ଯାଏ ନିସ୍ତାର ନାହିଁ।