Please visit https://thebookvoice.com/podcasts/1/audiobook/836040 to listen full audiobooks.
Title: [Oriya] - Swati
Author: ପ୍ରବୀଣା ମହାନ୍ତି
Narrator: ସ୍ୱାତୀ ଶ୍ଵେତା ରାଉତ
Format: Unabridged Audiobook
Length: 2 hours 56 minutes
Release date: October 22, 2021
Genres: Literary Fiction
Publisher's Summary:
'ମୃତ୍ୟୁଞ୍ଜୟ ସ୍ୱାତୀର ହାତଧରି ବାଟ କଢ଼ାଇ ନେଲେ! ଆଗରେ ଡାକ୍ତର ସୌମ୍ୟକାନ୍ତ, ତାଙ୍କ ପଛରେ ଅବିନାଶ ବାବୁ, ସବୁଠୁ ପଛରେ ମୃତ୍ୟୁଞ୍ଜୟ ଏବଂ ସ୍ୱାତୀ! ବିମାନ ଉପରକୁ ଉଠିଯାଉଥିଲେ ସିଡିରେ ସେମାନେ! ଶେଷ ପାହାଚରେ ଠିଆହୋଇ ମୃତ୍ୟୁଞ୍ଜୟ ସ୍ୱାତୀକୁ କଣ କହିଲେ! ଫେରିପଡ଼ି ଚାହିଁଲା ସ୍ୱାତୀ!' କଣ କହିଲେ ମୃତ୍ୟୁଞ୍ଜୟ? ଜାଣିବାକୁ ଶୁଣନ୍ତୁ ସ୍ୱାତୀଶ୍ଵେତା ରାଉତଙ୍କ କଣ୍ଠରେ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତିଙ୍କ ବହୁପଠିତ ଉପନ୍ୟାସ 'ସ୍ୱାତୀ'...